ପୁନେଇଁ ଜହ୍ନ ପୁନେଇଁ ଜହ୍ନ
ମୋ କବିତା ମୋ କବିତା
ଚିର କୁମାରୀ ମୁଁ ଚୁଲି ଝିଙ୍କା ଦେଲେ ଧୋଇ ହାତଗଣ୍ଠି ପରେ ଯମପାଶ ନିତି ସାବିତ୍ରୀ ହାତେ ଧରଇ । ଚିର କୁମାରୀ ମୁଁ ଚୁଲି ଝିଙ୍କା ଦେଲେ ଧୋଇ ହାତଗଣ୍ଠି ପରେ ଯମପାଶ ନିତି ସାବିତ୍ରୀ ହାତେ ଧରଇ...
ବିଶୁଷ୍କ କଣ୍ଠରୁ ସ୍ଫୁରେ ଦରଦୀ "ଲାଲ" ର ଶୋକ କମୋଦୀ ରାଗିଣୀ ରଜନୀ ବାସର ।। ବିଶୁଷ୍କ କଣ୍ଠରୁ ସ୍ଫୁରେ ଦରଦୀ "ଲାଲ" ର ଶୋକ କମୋଦୀ ରାଗିଣୀ ରଜନୀ ବାସର ।।
ଅଭୁଲା ହୋଇ ସେ ରହିଛି ରହିବ ଏମିତି ଜୀବନ ସାରା ଅଭୁଲା ହୋଇ ସେ ରହିଛି ରହିବ ଏମିତି ଜୀବନ ସାରା
ଗିରି ନିତମ୍ବ ଶୋଭା କି ସୁନ୍ଦର ନଖ ଆଭା ଗଜଗମନୀ ଯୁବାବୟସୀ । ଗିରି ନିତମ୍ବ ଶୋଭା କି ସୁନ୍ଦର ନଖ ଆଭା ଗଜଗମନୀ ଯୁବାବୟସୀ ।